BREAKING
Loading...
:

ଅଗଷ୍ଟ ୪ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ବର ଠାରୁ ବ୍ରହ୍ମପୁର ଗସ୍ତରେ ଆସିବେ ଭାରତର ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ

 



ଅଗଷ୍ଟ ୪ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ବର ଠାରୁ ବ୍ରହ୍ମପୁର ଗସ୍ତରେ ଆସିବେ ଭାରତର ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ରେଳ ଷ୍ଟେସନ୍ ଠାରୁ ତପ୍ତପାଣି ପର୍ଯ୍ୟନ୍ତ ସଡ଼କ ପଥରେ ଯିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୈାପଦୀ ମୁର୍ମୁ । ସେଠାରେ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଏହାପରେ ସେଠାରୁ ସଡ଼କ ପଥରେ ଗୋପାଳପୁର ସ୍ଥିତ ଡ଼ିଫେନ୍ସ ଏକାଡେମୀ ଗସ୍ତ କରିବା ସହ ରାତ୍ରୀ ଯାପନ କରି ତାପର ଦିନ ଅଗଷ୍ଟ ୫ ତାରିଖରେ ବ୍ରହ୍ମପୁର ରେଳଷ୍ଟେସନ ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ବର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS