BREAKING
Loading...
:

ଗଞ୍ଜେଇ ଜବତ,




 ,,,, ଗଞ୍ଜେଇ ଜବତ,, 

 ଟାଙ୍ଗୀ - ..... ଖୋର୍ଦ୍ଧ ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତି ତ୍ରୀପାଠୀ ଙ୍କ ନିର୍ଦ୍ଦେଶ କ୍ରମେ  ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଶ୍ରୀ ଅଜିତ କୁମାର ପାତ୍ର ଙ୍କ ନେତୃତ୍ବରେ ଟାଙ୍ଗୀ ଅବକାରୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ବାରିକ ଙ୍କର ନେତୃତ୍ବରେ ପ୍ରାୟ ଅପରାହ୍ନ 12 ଘଟିକା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଙ୍କିଆ ଥାନା ଅନ୍ତର୍ଗତ ଛନଗିରି ଦୋଳପଡ଼ିଆ ସାମ୍ନା ରାସ୍ତାରେ ଚଢାଉ କରାଯାଇଥିଲା,,,, ଚଢ଼ାଉ କରାଯାଇ ଏକ ଧଳା ରଙ୍ଗର Dzire car  ଯାହାର Regd.No OD-02-CW-6531 ସହିତ ତିନି ଗୋଟି କରି ବସ୍ତାରେ ଥିବା 60 କେଜି ଗଞ୍ଜେଇ ଜବତ କରାଯାଇଛି,,,,ଅମିତ୍ କୁମାର ସାହୁ ନାମକ ଜଣେ ବ୍ୟକ୍ତି କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଅମିତ ର ବୟସ 32 ,ଗ୍ରାମ ଫୁଲବାଣୀ ଶୁଣ୍ଢି ସାହି, ଥାନା ଫୁଲବାଣୀ ଟାଉନ। ଏହି ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଛି । ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ 600000 ଟଙ୍କା ହେବ। ଏହି ଗଞ୍ଜେଇ ଭର୍ତି car ଫୁଲବାଣୀରୁ ଭୁବନେଶ୍ୱର ଚାଲାଣ କରାଯାଉଥିଲା। ଏହାର case No 56/26-27.


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS