BREAKING
Loading...
:

ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ*

 *ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ*



ଗତ ୫ ତାରିଖ ସନ୍ଧ୍ୟାରେ ଆଶୁତୋଷ ନିଜ ପତ୍ନୀ ସନ୍ଧ୍ୟା ନାୟକଙ୍କ ବିଜିପୁର ସ୍ଥିତ ପୋଲିସ କ୍ୱାର୍ଟରରେ ନିଆଁ ଲାଗି ଜଳିଯାଇଥିଲେ l ତେବେ ସ୍ତ୍ରୀ ସନ୍ଧ୍ୟା ଓ ଶାଳକ ନିଆଁ ଲଗାଇ ଦେଲେ ବୋଲି ଏକ ଭିଡ଼ିଓ ଯୋଗେ ଅଭିଯୋଗ କରିଥିଲେ ଆଶୁତୋଷ l ନିଆଁ କେମିତି ଲାଗିଲା କିଏ ଲଗେଇଲା ସନ୍ଦେହ ଘେରରେ ଥିବା ବେଳେ ପୋଲିସ ସନ୍ଧ୍ୟା ନାୟକ ଓ ତାଙ୍କ ଭାଇ ନାମରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି l ତେବେ ପତ୍ନୀ ସନ୍ଧ୍ୟା ନାୟକ ଆଶୁତୋଷ ଙ୍କୁ ପିଟିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା l ପୂରୁଷ ବନ୍ଧୁ ଙ୍କ ସହ କଥା ବାର୍ତ୍ତା ର ଏକ ଅଡିଓ ମଧ୍ୟ  ଭାଇରାଲ ହୋଇଥିଲା l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS