BREAKING
Loading...
:

ଆଈଟିଡ଼ିଏ ଯନ୍ତ୍ରୀଙ୍କ ଘରେ ଭିଜିଲାଞ୍ଚ୍ ଚଢ଼ାଉ

 



* ଆଈଟିଡ଼ିଏ ଯନ୍ତ୍ରୀଙ୍କ ଘରେ ଭିଜିଲାଞ୍ଚ୍  ଚଢ଼ାଉ : ଭୁବନେଶ୍ୱର କାନନ ବିହାର ବାସଭବନରୁ ଜବତ ହୋଇଛି ୩ ଲକ୍ଷ ନଗଦ ଟଙ୍କା । ୪ରୁ ଅଧିକ ଦାମୀ ଆଇ ଫୋନ୍ । ଏକାଧିକ ଦାମୀ ଘଣ୍ଟା ଓ ବ୍ରାଣ୍ଡଡେ ବ୍ୟାଗ୍ ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଅଧିକ । ୩ ଟି ହୀରା ମୁଦି ସହ ଏକାଧିକ ସୁନା ଓ ରୂପା ଅଳଙ୍କାର । ୨୪ କ୍ୟାରେଡ ସୁନାର ୩ ମୂର୍ତ୍ତିକୁ ଜବତ କରିଛି ଭିଜିଲାନ୍ସ । ଏହାସହ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରି ତନାଘନା କରୁଛି ଓଡ଼ିଶା ଭିଜିଲାନ୍ସ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS