ଆସାମରେ ବାୟୁସେନା ବିମାନ ଦୁର୍ଘଟଣା; ୫ ମୃତ
ଦୁର୍ଘଟଣାରେ ୫ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ#
ଜୋରହାଟ ଏୟାରବେସରେ କ୍ରାସ୍ ହୋଇଥିଲା AN-32 ଏୟାରକ୍ରାଫ୍ଟ,
ଅବତରଣ ବେଳେ ବିମାନରେ ଲାଗିଥିଲା ନିଆଁ,
କୋର୍ଟ ଅଫ୍ ଇନ୍କ୍ବାରୀ ନିର୍ଦ୍ଦେଶ ଦେଇଛି ବାୟୁସେନା
ବର୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା ମଣିଭଦ୍ରା ଖବର


إرسال تعليق