BREAKING
Loading...
:

ଗ୍ରାହକ ମାନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ବୈଠକ ହୋଇଥିଲା

 ଗ୍ରାହକ ମାନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ବୈଠକ ହୋଇଥିଲା 




ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ଯାମୁନାଳୀ ଠାରେ  ଥିବା ବରୋଦା ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ବ୍ୟାଙ୍କ ଉଚ୍ଚ ଅଧିକାରୀ ମାନେ  ସମୀକ୍ଷା ବୈଠକ କରିଥିଲେ । ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ  ପରିଚାଳକ ଶ୍ରୀଯୁକ୍ତ ନନ୍ଦ କିଶୋର ଦଣ୍ଡ ସେନାଙ୍କ ଅଧ୍ୟକ୍ଷତା ରେ  ଜାମୁନାଳୀ ଗ୍ରାମର ସରପଞ୍ଚ ଗ୍ରାହକ ବରିଷ୍ଠ ଗ୍ରାହକ ମାନଙ୍କୁ ନେଇ ବୈଠକ ହୋଇଥିଲା ।  ଜାମୁନାଳୀ ଗ୍ରାମର ଗ୍ରହକ ଓ ସରପଞ୍ଚ ବ୍ୟାଙ୍କ ର ସମସ୍ତ କର୍ମ ଚାରି ଉପସ୍ଥିତ ଥିଲେ ।ବୈଠକ ରେ ଗ୍ରାହକ ମାନଙ୍କୁ ସେମାନଙ୍କ ର ସମସ୍ତ ସୁବିଧା ଉପରେ ଆଲୋଚନା ହୋଇଥିଲା ।ସେମାନଙ୍କ ର ଚିନ୍ତା ଧାରା ଦୂର କରିବା ପାଇଁ ନେଟ ୱର୍କ ସମସ୍ୟା ଯୋଗୁଁ OTP ସହିତ ବିଭିନ୍ନ ପ୍ରକାର ସମସ୍ୟା ରେ ସମ୍ମୁଖୀନ ହେବାକୁ ପଡୁଛି । ନୂତନ ଖାତା ଖୋଲିବା ଇ କେ ୱା ଇ ସି  ଆଧାର ଲିଙ୍କ ଜନିତ ସମସ୍ୟା ହେଉଛି । ଏହା ଏକ ଗ୍ରାମୀଣ ଅଞ୍ଚଳ ସେଠାରେ କେବଳ ଗୋଟିଏ ଟେଲି କମ୍ ସେବା  ପ୍ରଦାନ କାର୍ଯ୍ୟ  କରୁଛି । ଏହା ମୋବାଇଲ ବ୍ୟାଙ୍କ ସେବା ବ୍ୟବହାର କରିବା ସମୟରେ ଅନ୍ୟ ମୋବାଇଲ ନେଟ୍ ୱାର୍କ ବ୍ୟବହାର କରୁଥିବା ଗ୍ରାହକ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ATM ର ସୁବିଧା କରିବା ପାଇଁ ମଧ୍ୟ କହିଥିଲେ । ଉପରିସ୍ଥ ଉଚ୍ଚ ଅଧିକାରୀ ମାନେ ତୁରନ୍ତ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ଅଞ୍ଚଳ ବାସୀଙ୍କୁ  ପ୍ରତି ଶ୍ରୁତି ଦେଇଥିଲେ ।


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS