BREAKING
Loading...
:

ହାତୀ ଆକ୍ରମଣ ରେ ମହିଳା ଙ୍କର ମୃତ୍ୟୁ

 ହାତୀ ଆକ୍ରମଣ ରେ ମହିଳା ଙ୍କର ମୃତ୍ୟୁ।



ବାରସିଂଘା, ହିନ୍ଦୋଳ,ଢେଙ୍କାନାଳ।


           ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅସରଡ଼ା ପଞ୍ଚାୟତ, ବାରିସିଂଙ୍ଗା ଗ୍ରାମର ଭାରତୀ ବିଶ୍ୱାଳ ଆନୁମାନିକ ବୟସ ପଚାଶ,ସ୍ବାମୀ ସୋମନାଥ ବିଶ୍ବାଳ,ନିତି ଦିନ ଭଳି  ଭୋର ସମୟରେ ନିଜ ବାଡି଼କୁ ନିତ୍ୟ କର୍ମ ପାଇଁ ଯାଇଥିବା ବେଳେ ଏକ ଦନ୍ତା ହାତୀ ଆକ୍ରମଣ ରେ ଭାରତି ବିଶ୍ୱାଳ ଙ୍କର ମୃତ୍ୟୁ ଘଟିଛି,

ହିନ୍ଦୋଳ ଏକ ହାତୀ ପ୍ରବଣ ଅଂଚଳ ହୋଇଥିଲା ବେଳେ ହାତୀ ମଣିଷ ଲଢେଇ ଭିତରେ ବିଶେଷ କରି ମଣିଷ ର ଅକାଳ ରେ ମୁଲ୍ୟବାନ ଜୀବନ ଚାଲିଯାଉଛି,କେବେ ହାତୀ ର ମୃତ୍ୟୁ ହେଉଛି ତ ଆଉ କେବେ ମଣିଷ ର ଧନ ଜୀବନ ନଷ୍ଟ ହେଉଛି,ତେବେ ଏତେ ହେଲା ପରେ ମଧ୍ୟ ସରକାର ସ୍ଥାଣୁ ପାଲଟି ଥିବା ବେଳେ ହିନ୍ଦୋଳ ବନବିଭାଗ ର ଚିରାଚରିତ୍ ଭାବେ ନିଦ ଭାଙ୍ଗୁ ନାହିଁ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS