BREAKING
Loading...
:

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାଇକେଲରେ ଅଫିସ ଆସିଲେ ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ

 



ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାଇକେଲରେ ଅଫିସ ଆସିଲେ ବରିଷ୍ଠ ଓଡିଶା ପ୍ରଶାସନିକ ଅଧିକାରୀ MKCG ମେଡିକାଲ କଲେଜ ଓ ହସ୍ପିଟାଲ ରେଜିଷ୍ଟ୍ରାର ଡ଼ ଶ୍ୱେତ କୁମାର ଦାଶ। ସେ କ୍ୟାମ୍ପସ ଭିତରେ ସବୁ ବିଭାଗକୁ ଯିବା ସମୟରେ ବି ସାଇକେଲରେ ଯାଉଛନ୍ତି। ବରିଷ୍ଠ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସହରବାସୀ ପ୍ରଶଂସା କରିଛନ୍ତି। MKCG ରେ ଅନ୍ୟମାନଙ୍କୁ ବି ସାଇକେଲରେ ଆସିବାକୁ ସେ ଆହ୍ୱାନ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS