ପ୍ଲେ ଟ୍ରିନିଟୀ ମଣ୍ଟେ ସୋରି ସ୍କୁଲ ର ନୂତନ ଗୃହ ର ଶୁଭାରମ୍ଭ
ବ୍ରହ୍ମପୁର , ପୂର୍ବରୁ ଥିବା ବହୁ ପୂରାତନ ପ୍ଲେ ଟ୍ରିନିଟୀ ମଣ୍ଟେ ସୋରି ସ୍କୁଲ ର ନୂତନ ଗୃହ ର ଶୁଭାରମ୍ଭ ଗଜପତି ନଗର୍ ତୃତୀୟ ଲାଇନ ସମ୍ପ୍ରସାରଣ ଗଳି ହୋଇଛି ।ଏହି ଅବସରରେ ଅତିଥି ମାନଙ୍କ ଉପସ୍ଥିତିରେ କେକ କଟା ଯିବ ସହ ସାଂସ୍କୃତିକ କାଯ୍ୟକ୍ରମ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ମିନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲ ଅଧକ୍ଷ କାହୁଁ ଚରଣ ପଣ୍ଡା, ଚେୟାରମେନ ପ୍ରିୟମ୍ବଦା ଦାସ, ସଂପାଦକ କୁନାଲ୍ କୌଶିକ ପଣ୍ଡା, ନିର୍ଦ୍ଧେଶକ ରାହୁଲ ରାଜ ପଣ୍ଡା , ସି ଆର ସି ସି ଭଗବାନ୍ ବିଶ୍ବାଳ, ପୋଷ୍ଟାଲ ହେଚଓ ପ୍ରତାପ ଚନ୍ଦ୍ର ସ୍ୱାଇଁ , ଅବସର ପ୍ରାପ୍ତ ଆର୍ମି ହାବିଲଦାର ସୀମାଞ୍ଚଳ ବାରିକ ରଙ୍ଗେଇଲୁଣ୍ଡା ଡି ଇ ଓ ଦେବେନ୍ଦ୍ର ବେହେରା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଅତିଥି ମାନେ ସଭିଙ୍କୁ ନୀଜ୍ ବକ୍ତବ୍ୟରେ ଉତ୍ସାହିତ କରିବା ସହ ସ୍କୁଲ ର ଉତ୍ତମ ଶିକ୍ଷା ବ୍ୟବସ୍ଥା ନେଇ ଭୂୟସୀ ପ୍ରଶଂସା କରିଥିଲେ ।ଏଥିରେ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହ ଯୋଗ କରିଥିଲେ ।ଶିକ୍ଷୟତ୍ରୀ ରଶ୍ମୀତା ଦଳାଇ କାଯ୍ୟକ୍ରମ ରେ ସଂଯୋଜନା କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment