BREAKING
Loading...
:

ସ୍କିମାଟିକ୍‌ ଶିକ୍ଷକଙ୍କୁ ନିୟମିତ ନେଇ ବିଜ୍ଞପ୍ତି

 



*ସ୍କିମାଟିକ୍‌ ଶିକ୍ଷକଙ୍କୁ ନିୟମିତ ନେଇ ବିଜ୍ଞପ୍ତି*

କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି,

୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ସ୍କିମାଟିକ୍‌ ଶିକ୍ଷକ ହେଲେ ନିୟମିତ,

ଯେଉଁଦିନ ଠାରୁ କାର୍ଯ୍ୟରେ ଯୋଗ ଦେଇଥିଲେ ସେବେଠୁ ନିୟମିତ,

୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ନୋସନାଲ୍‌ ସେବା ବେନିଫିଟ୍‌ ପାଇବେ,

୨୦୨୬ ଜାନୁଆରୀ ୧ ତାରଖରୁ ନିୟମିତ ହେବାର ଦରମା ଓ ସୁବିଧା ପାଇବେ*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS