BREAKING
Loading...
:

ହର୍ମୁଜ ବୈଠକରେ ସାମିଲ ହେବ ଭାରତ

 



*ହର୍ମୁଜ ବୈଠକରେ ସାମିଲ ହେବ ଭାରତ*#- ହର୍ମୁଜ ପ୍ରଣାଳୀ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ବୈଠକ,

୩୫ ରାଷ୍ଟ୍ରକୁ ନେଇ ହେବାକୁ ଥିବା ବୈଠକରେ ସାମିଲ୍ ହେବ ଭାରତ,

ଭାରତକୁ ନିମନ୍ତ୍ରଣ ଆସିଥିବା ନେଇ ସ୍ପଷ୍ଟ କଲେ MEA ମୁଖପାତ୍ର ଜୟସ୍ବାଲ୍,

ଭାରତ ପକ୍ଷରୁ ଭିସିରେ ସାମିଲ୍ ହେବେ ବୈଦେଶିକ ସଚିବ,

ଏହା ମଧ୍ୟରେ ଇରାନ୍ ସହ ଆଲୋଚନା କରି ୬ ଜାହାଜ ହର୍ମୁଜ୍ ପାର୍ କରିଛି,

ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରଖିବା ନେଇ MEA ନିଷ୍ପତ୍ତି ନେଇଛି,

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS