କୋରାପୁଟ /
ଏଡ଼ସ ବିଭାଗ ଦ୍ୱାରା ଗଣମାଧ୍ୟ୍ୟମ ପ୍ରତିନିଧି ଙ୍କୁ ନେଇକି ଦିନିକିଆ କର୍ମଶାଳା l
ସ୍ଥାନୀୟ ଦକ୍ଷତା ତାଲିମ କେନ୍ଦ୍ର ଠାରେ ଜିଲ୍ଲା ଏଡ଼ସ ବିଭାଗ ଦ୍ୱାରା ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା ମୂଖ୍ୟ ଅତିଥି ଭାବେ ଏପିଡି ସି ଏଚ ଓ ଶୈଶ୍ଵରୂପ ଯୋଗଦେଇ ଏ କାଯ୍ୟକ୍ରମ କୁ ଉଦଘାଟନ କରିବା ସହ ଏ କର୍ମଶାଳା ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l କେବଳ ସେତିକି ନୁହଁ କୋରାପୁଟ ନବରଙ୍ଗପୁର ଓ ରାୟଗଡା କୋରାପୁଟ ଭଳି ଅଭିବକ୍ତ ଜିଲ୍ଲା ରେ ପ୍ରଭାବିତ ହୋଇଥିବା ଜିଲ୍ଲା ଗୁଡିକ କୁ ବେଶୀ ଫୋକ୍ସ କରାଯାଉଛି ବୋଲି ସେ କହିଥିଲେ l ସେହିପରି ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଆଦିବାସୀ ଜନସାଧାରଣ ଙ୍କୁ ଅବଗତ ପାଇଁ ସଚେତନl ର ଆବଶକ୍ୟତା ରହିଛି ଆଉ ଏଥିପାଇଁ ଗଣମାଧ୍ୟ୍ୟମ ର ସହଯୋଗ ରହିଛି ବୋଲି ସେ କହିଥିଲେ l ଏହି ପ୍ରୋଗ୍ରାମ ରେ ଅନ୍ୟତମ ଅତିଥି ଭାବେ ଚିପିଏମ ଚନ୍ଦ୍ର ଶେଖର ପଟନାୟକ ସର୍ବେଶ୍ୱର ବାରିକ ଯଶସ୍ୱାନି ରଥ ଯୋଗଦେଇ ଥିବାବେଳେ ବିଭାଗ ର ସମସ୍ତ କର୍ମକର୍ତା ଯୋଗଦେଇ ଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق