BREAKING
Loading...
:

ହର୍ମୁଜରେ ଭାରତକୁ ଅନୁମତି

 



ହର୍ମୁଜରେ ଭାରତକୁ ଅନୁମତି#

-ହର୍ମୁଜ ଜଳପଥ ଦେଇ ଆସିଲା ୨ଟି ଭାରତୀୟ ଜାହାଜ,

-ଇରାନ୍ ଅନୁମତି ଦେବା ପରେ ହର୍ମୁଜ୍ ଦେଇ ଆସିଲା ୨ଟି ଜାହାଜ,

-ପୁଷ୍ପକ, ପରିମଳ ନାମକ ୨ଟି ଭାରତୀୟ ଟ୍ୟାଙ୍କର ହର୍ମୁଜ ଦେଇ ଆସିଲା,

-ଇରାନ୍ ପ୍ରତିପକ୍ଷଙ୍କ ସହ ଜୟଶଙ୍କରଙ୍କ ଆଲୋଚନା ପରେ ଅନୁମତି,

-ଆମେରିକା, ଇସ୍ରାଏଲ୍, ୟୁରୋପ ପାଇଁ କଟକଣା ବଳବତ୍ତର


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS