BREAKING
Loading...
:

ପଟ୍ଟାରେ ଲାଗିବ QR_କୋର୍ଡ*

 *ପଟ୍ଟାରେ ଲାଗିବ QR_କୋର୍ଡ*




ଆଉ ଜମି କିଣାବିକାରେ ହୋଇପାରିବନି ଠକେଇ। ପ୍ଲଟ୍ ବିକ୍ରିରେ ଆଉ ଚଳିବନି ଚଞ୍ଚକତା।ଏଣିକି ପଟ୍ଟାରେ ଲାଗିବ  QR କୋର୍ଡ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତରେ ଆସିବ ନୂଆ ଜମି ପଟ୍ଟା ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS