ଭୁବନେଶ୍ୱର: ଚାକିରି ଦେବା ନାଁରେ ଠକେଇ; ବନ୍ଧାହେଲା ମହିଳା ସ୍ଵେଚ୍ଛାସେବୀ,
ମହିଳା ସ୍ଵେଚ୍ଛାସେବୀ ପରିଚୟ ଦେଉଥିବା ସୁରେଶ୍ଵରୀ ଜେନା ଗିରଫ
ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍ କେନ୍ଦୁଝରରୁ ଗିରଫ କରିଥିବା ସୂଚନା,
ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁରେଶ୍ଵରୀ*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment