BREAKING
Loading...
:

ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ।

 ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ 



ଦଶପଲ୍ଲା : - ୨୧ / ୦୨ ( ମଣିଭଦ୍ରା ଖବର) ଆଜି ସାରା ବିଶ୍ବରେ ପାଳିତ ହେଉଛି ଆନ୍ତର୍ଜାତୀୟ ମାଚୃଭାଷା ଦିବସ । ଏହି ପରିପ୍ରେକ୍ଷୀରେ ଦଶପଲ୍ଲା ବ୍ଲକ ବୁଗୁଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ଲିଂଗରାଜ ପାଣି କଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ,ଅଵସର ପ୍ରାପ୍ତ ମାର୍ଶାଲ ଓ୍ବିଂଗ କର୍ମଚାରୀ ପଂକଜ ଚରଣ ଜାନୀ ଓ ଅବସର ପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀ ନିତ୍ୟାନନ୍ଦ ପ୍ରଧାନ ଯୋଗଦେଇ ପ୍ରତିଯୋଗୀ ମାନକୁଂ ପୁରସ୍କାର ବିତରଣ କରିଥିଲେ । ଆଜିର  ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ବକ୍ତା ଭାବରେ ଦଶପଲ୍ଲା ହୀରାଂଚଳ ପ୍ରତିନିଧି ରତ୍ନାକର ହୋତା ଯୋଗଦେଇ ଆଜିର ଦିବସ ଊପରେ ପୁଂଖାନୁପୂଂଖ ଆଲୋଚନା କରିଥିଲେ । ଆଜିର ଏହି ଉତ୍ସବରେ ସମସ୍ତ ଅଭିଭାବକ ଓ ସ୍ଥାନୀୟ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଷେଷରେ ସଭାପତି ସରୋଜ୍ କୁମାର ଛାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ଦଶପଲ୍ଲା 



Post a Comment

Previous Post Next Post
Header ADS