BREAKING
Loading...
:

ଖମାରସାହି ଏବଂ ଢେଙ୍କେଣା ଠାରେ ପାସେଞ୍ଜର ହଲ୍ଟ ପାଇଁ ଦାବିପତ୍ର ପ୍ରଦାନ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

 ଖମାରସାହି ଏବଂ ଢେଙ୍କେଣା ଠାରେ ପାସେଞ୍ଜର ହଲ୍ଟ ପାଇଁ ଦାବିପତ୍ର ପ୍ରଦାନ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା 


ବ୍ୟୁରୋ (ମଣିଭଦ୍ରା ଖବର) ଦଶପଲ୍ଲା ବ୍ଲକ ଖମାରସାହି ଗ୍ରାମପଞ୍ଚାୟତର ପୁରୁଣା ଦଶପଲ୍ଲା  ଓ ନୂଆଗାଁ ବ୍ଲକର ଢେଙ୍କେଣା ଠାରେ ନୂତନ ପାସେଞ୍ଜର ହଲ୍ଟ ଷ୍ଟେସନ ପାଇଁ ସଂସଦ ରେଲୱେ ଷ୍ଟାଣ୍ଡିଙ୍ଗ କମିଟିର ଓଡିଶା ଗ୍ରସ୍ତ ଖବର ଶୁଣି କମିଟିର ମାନ୍ୟବର ଅଧକ୍ଷ  ସି ଏମ ରମେଶଙ୍କୁ ପୁରୀ ଠାରେ ମାନ୍ୟବର ରାଜ୍ୟ ସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆଙ୍କ ଉପସ୍ଥିତିରେ ଦାବି ପତ୍ର ପ୍ରଦାନ କରିଛନ୍ତି ଦଶପଲ୍ଲା ବିଧାୟକ   ରମେଶ ଚନ୍ଦ୍ର ବେହେରା । ଉଭୟ ଗ୍ରାମ  ଠାରେ ଷ୍ଟେସନ ହଲ୍ଟ ନିର୍ମାଣ ପାଇଁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା । ଆଜି ଉପରୋକ୍ତ ଦାବି ଉଠାଇ ଥିବାରୁ ବିଧାୟକ ଶ୍ରୀ ବେହେରାଙ୍କୁ ଜନସାଧାରଣ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ମଣିଭଦ୍ରା ଖବର,

Post a Comment

Previous Post Next Post
Header ADS