BREAKING
Loading...
:

ସାପ କାମୁଡ଼ା ମୃତ୍ୟୁ ପାଇଁ ୧୦ ଲକ୍ଷ ! ସାପ କାମୁଡ଼ା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ସମ୍ଭାବନା

 



*ସାପ କାମୁଡ଼ା ମୃତ୍ୟୁ ପାଇଁ ୧୦ ଲକ୍ଷ ! ସାପ କାମୁଡ଼ା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ସମ୍ଭାବନା*

*ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ.*

*ଏବେ ୪ ଲକ୍ଷ ମିଳୁଛି କ୍ଷତିପୂରଣ, ୧୦ ଲକ୍ଷ ବୃଦ୍ଧି ସୁପାରିସ୍‌.*

*ଏନେଇ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଆସିଥିବା ସୂଚନା*

*ସୁପ୍ରିମକୋର୍ଟ ନିଦ୍ଧିଷ୍ଟ ମାମଲାରେ ନିର୍ଦ୍ଧେଶ ଦେଇଛନ୍ତି- ସୁରେଶ ପୂଜାରୀ*

*ବଜ୍ରାଘାତ ଓ ପାଣିରେ ବୁଡ଼ି ମୃତ୍ୟୁ ପାଇଁ ମଧ୍ୟ ସମାନ କ୍ଷତିପୂରଣ ମିଳିବ*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS