ହାରିଗଲେ ହ୍ୟୁମାନ ,ହ୍ୟୁମାନ ସାଗରଙ୍କ ପରଲୋକ
ଭୂବନେଶ୍ବର (ମଣିଭଦ୍ରା ଖବର) କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ । ଭୂବନେଶ୍ବର ଏମ୍ସରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଥିବା ଜଣାପଡିଛି । ଭୂବନେଶ଼୍ବର ଏମ୍ସ କତୃପକ୍ଷଙ୍କ ସୂଚନା । ତାଙ୍କର ଅନେକ ଅଙ୍ଗ ଅଚଳ ହୋଇପଡିଥିଲା । ସ୍ତବ୍ଧ ପାଲଟିଗଲା ସଙ୍ଗୀତ ଜଗତ। ଫ୍ୟାନ ମାନଙ୍କ ମଧ୍ୟରେ ଦୁଃଖ ।
ମଣିଭଦ୍ରା ଖବର
Post a Comment