BREAKING
Loading...
:

ବିଧାୟକ ଙ୍କୁ ଦାବୀ ଜଣାଇଲେ ବ୍ରହ୍ମପୁର ପୌର ଅସ୍ଥାୟୀ କର୍ମଚାରୀ ସଙ୍ଘ।

 ବିଧାୟକ ଙ୍କୁ ଦାବୀ ଜଣାଇଲେ ବ୍ରହ୍ମପୁର ପୌର ଅସ୍ଥାୟୀ କର୍ମଚାରୀ ସଙ୍ଘ।




(ବ୍ରହ୍ମପୁର )-:

 ବ୍ରହ୍ମପୁର ମହାନଗର ପୌର ଅସ୍ଥାୟୀ ସଙ୍ଘ (ଡି.ଏଲ.ଆର) ଆସୋସିଏସନ ତରଫରୁ ଧନ୍ୟବାଦ ଦେବା ସହିତ  ପୁନଃ ଦାବୀ  ବିଧାୟକ କେ ଅନିଲ କୁମାର। ଚିଠି ନମ୍ବର ୧୯/୩/୨୫ ରେ ସର୍ବୋତ୍ତମ ବିଧାନସଭାରେ କହିଥିଲେ । ବିଧାୟକ ଙ୍କ ପ୍ରଶ୍ନ ପରେ... ସମସ୍ତ ସହରାଞ୍ଚଳ ସ୍ଥାନୀୟ ବୋଲାଇଭଙ୍କୁ ସତର୍କ କରାଇ ଦେଇଥିଲା ଏବଂ ଶ୍ରମିକମାନଙ୍କ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ଚିଠି ପଠାଇଥିଲେ  ନିୟମିତକରଣ କିପରି ହେବ... ପାର୍ଥକ୍ୟ କଣ ହେବ। ଏହି ସୂଚନା ପତ୍ର ନମ୍ବର ୨୭୪୫୪ ତାରିଖ ୨୩/୯/୨୫ ରେ ଆଉ ଏକ ଚିଠି ଲେଖାଯାଇଥିଲା

ପରବର୍ତୀ ସମୟରେ ଚିଠି ନମ୍ବର ୨୫୯୯୪ ତା ୩୦/୧୦/୨୦୨୫ ପ୍ରକାରେ ଓଡିଶା ରେ କାର୍ଯ୍ୟରତ ପ୍ରାୟ ୩୫୦୦ କର୍ମଚାରୀ ଙ୍କୁ ନିୟମିତ ହେଲେ ସେମାନଙ୍କ ଦରମା ବାବଦ କୁ ପ୍ରତି ମାସରେ ୩୦ ରୁ ୪୦ କୋଟି ଟଙ୍କା ଅଧିକ ହେବ ଏହାକୁ ଆଗାମୀ ବିଧାନସଭା ଅଧିବେଶନ ରେ ଅନୁମୋଦନ କରାଗଲେ କର୍ମଚାରୀ ମାନେ ନିୟମିତ ହୋଇପାରିବେ ବୋଲି ସଙ୍ଘ ର ସଭାପତି ଟି ପ୍ରକାଶ ରାଓ,ଉପସଭାପତି କୈଳାଶ ଘଡେଇ,ସାଧାରଣ ସମ୍ପାଦକ ଶୁଭେନ୍ଦୁ ସୁନ୍ଦର ନାୟକ,ସମ୍ପାଦକ ବାଲାଜୀ ନାୟକ,ସଙ୍ଘଠନ ସମ୍ପାଦକ ଲାବଣ୍ୟ ଦଳବେହେରା,ତ୍ରିନାଥ ନାୟକ,ଘନଶ୍ୟାମ ବେହେରା,ପୂର୍ଣ୍ଣ ଚନ୍ଦ୍ର ଘଡେଇ,ମିଟୁ ଘଡେଇ,ବାଲୁ ମୁଖୀ ଙ୍କ ବହୁ ସଦସ୍ୟ /ସଦସ୍ୟା ବିଧାୟକ ଙ୍କ ଠାରେ ଦାବୀ ଉପସ୍ଥାପନ କରିବା ସହିତ ଆଗାମୀ ବିଧାନସଭା ରେ ମୁଖ୍ୟମନ୍ତ୍ରୀ,ବିଭାଗୀୟ ମନ୍ତ୍ରୀ ଙ୍କ ଦୃଷ୍ଟି ଗଚର କୁ ଆଣିବାକୁ ନିବେଦନ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର , ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS