*ଗଞ୍ଜାମରେ ୨ଦିନ ସ୍କୁଲ ଅଙ୍ଗନବାଡ଼ି ବନ୍ଦ*
-ଗଞ୍ଜାମରେ ୨ ଦିନ ସ୍କୁଲ, ଅଙ୍ଗନବାଡି ବନ୍ଦ
-ଅକ୍ଟୋବର ୨୭ ଓ ୨୮ରେ ବନ୍ଦ
-ସମସ୍ତ ପର୍ଯ୍ୟଟନସ୍ଥଳୀ ଆସନ୍ତା ୩ ଦିନ ଯାଏଁ ବନ୍ଦ
-ଗୋପାଳପୁର, ସୋନପୁର ବେଳାଭୂମି ମଧ୍ୟ ବନ୍ଦ
-ଗଂଜାମ ଜିଲ୍ଲାରେ ଜନ ଅଭିଯୋଗଶୁଣାଣି ବି ବନ୍ଦ
-ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment