BREAKING
Loading...
:

ମନ୍ତ୍ରୀଙ୍କ ତାଗିଦକୁ ପୁ କରିଦେଲେ କୁଜଙ୍ଗ ମେଡିକାଲ ର ବିପିଓ ମନୋଜ ନାୟକ ।

 ମନ୍ତ୍ରୀଙ୍କ ତାଗିଦକୁ ପୁ କରିଦେଲେ କୁଜଙ୍ଗ ମେଡିକାଲ ର ବିପିଓ ମନୋଜ ନାୟକ ।





 ହଠାତ ମେଡିକାଲ ରେ ପହଞ୍ଚିଗଲେ ମନ୍ତ୍ରୀ, ସମସ୍ତ ରୋଗୀ ମାନଙ୍କ ସହିତ କରିଲେ ଆଲୋଚନା, ମେଡିକାଲ ର ବିଭିନ୍ନ ବିଭାଗ ବୁଲି ଦେଖିବା ସହିତ ସମୀକ୍ଷା ବୈଠକରେ କରିଲେ ତାଗିଦ l ସ୍ୱାସ୍ଥ୍ୟସେବା ରେ ଅବହେଳା ର ଖବର ମିଳିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ,ଡିୟୁଟି ରୁ ବାରମ୍ବାର ଛୁଟି ନେଉଥିବା କର୍ମଚାରୀଙ୍କୁ କରିଲେ ସାବଧାନ, ଏଥର ସୁଧୁରିଜାଅ ବୋଲି ଦେଇଛନ୍ତି ଚେତାବନୀ l କିନ୍ତୁ ମନ୍ତ୍ରୀଙ୍କ ଚେତାବନୀକୁ ପୁ କରିଦେଇଛନ୍ତି ବିପିଓ ମନୋଜ ନାୟକ ବାରମ୍ବାର କୁଜଙ୍ଗ ସ୍ୱାସ୍ଥ୍ୟ ସେବାକିନ୍ଦ୍ରରେ ଚାକିରୀ କରାଇଦେବାକୁ ମୋଟା ଅଙ୍କର ମାଗୁଛନ୍ତି ଅର୍ଥ, ପଇସା ଦିଅ ଚାକିରୀ ନିଅ ଏହିପରି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ l  ପୂର୍ବରୁ ଦେଖିବାକୁ ମିଳିଥିଲା ମନ୍ତ୍ରୀଙ୍କ ଆକ୍ସନ ମୁଡ଼ l କିନ୍ତୁ ଏବେ ମନ୍ତ୍ରୀ କିଭଳି ପଦକ୍ଷେପ ନେଉଛନ୍ତି ଦଲାର ବିପିଓ ମନୋଜ ଉପରେ।  ଏମିତିକି  ମନ୍ତ୍ରୀଙ୍କୁ  ବଦନାମ କରୁଛନ୍ତି ବିପିଓ ମନୋଜ ନାୟକ କେବେ ନେଉଛନ୍ତି ପଦକ୍ଷେପ।ସିଧାସଳଖ ମନ୍ତ୍ରୀ କହିଛନ୍ତି ଲାଞ୍ଚ କାରବାର ହେଲେ ନେବେ ଆକ୍ସନ, ତାପରେ ମେଡିକାଲ ର ସ୍ୱାସ୍ଥ୍ୟସେବା କୁ ନେଇ ଅଞ୍ଚଳବାସି ଙ୍କ ଅଭିଯୋଗ କୁ ଶୁଣିବା ସହିତ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ସିଧାସଳଖ କରିଥିଲେ ତାଗିଦ l ଯାହା ହୋଇଯାଇଛି ସୁଧୁରିଜାଅ ନଚେତ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।କିନ୍ତୁ  କେବେ କେଉଁଦିନ ଏହାକୁ ପାଳନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS