ଶ୍ରୀଲିଙ୍ଗରାଜ ମନ୍ଦିରରେ ଦିଅଁଙ୍କ ରୋଷ କାର୍ଯ୍ୟ ବନ୍ଦ
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଦିଅଁଙ୍କ ରୋଷ କାର୍ଯ୍ୟ ବନ୍ଦ ରହିଛି। ସମର୍ଥା ସେବାୟତ ବୁଲା ସମର୍ଥାଙ୍କ ନିଅଁସ ପାଳି କରୁଥିବା ଯୋଗେନ୍ଦ୍ର ସମର୍ଥା ପାଳି ନକରିବାରୁ ଚୁନାକୁଟା, ବରିବଟା ହୋଇ ପାରୁନି କି ଦିଅଁଙ୍କ ରୋଷ ଭୋଗ ପ୍ରସ୍ତୁତ ହୋଇ ପାରୁନି। ଆଜି ସକାଳ ୭ଟାରୁ ରୋଷ ନୀତି ବିଭ୍ରାଟ ଲାଗି ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment