BREAKING
Loading...
:

୩ଅର୍ଥନୈତିକ_ଜୋନ୍_ହେବ

 



୩ଅର୍ଥନୈତିକ_ଜୋନ୍_ହେବ

-ରାଜ୍ୟରେ ୩ ଅର୍ଥନୈତିକ ଜୋନ୍ ହେବ କହିଲେ ପରିବହନ ସଚିବ ଉଷା ପାଢ଼ୀ

-ଭୁବନେଶ୍ବର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ୍‌'

-କ୍ବାଡ୍ ସିଟି ପ୍ରୋଗ୍ରାମ ଜରିଆରେ ହେବ, ସରକାର ପ୍ଲାନ୍ ରଖିଛନ୍ତି

-ସୁନାବେଡ଼ା, କୋରାପୁଟ୍, ବରଗଡ଼, ସମ୍ବଲପୁରକୁ ନେଇ ହେବ ଅନ୍ୟ ଏକ ଜୋନ୍

-ଉତ୍ତରରେ ବି ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ହେବ ୩ୟ ଜୋନ୍

-ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ବ ନେଇଥିବା ସହରମାନଙ୍କୁ ନେଇ ହେବ ଜୋନ୍

-କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି ସରକାରଙ୍କ ଲକ୍ଷ୍ୟ

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS