BREAKING
Loading...
:

ଧର୍ମପରାୟଣ ମହିଳାଙ୍କ ପରଲୋକ

 ଧର୍ମପରାୟଣ ମହିଳାଙ୍କ ପରଲୋକ 



ବାଙ୍କୀ(ମାନସ ରଞ୍ଜନ ସାହୁ):  ବାଙ୍କୀ ଚର୍ଚ୍ଚିକା ଗ୍ରାମର ସମାଜସେବୀ ତଥା ଧର୍ମ ପରାୟଣ ମହିଳା ଉଜ୍ଜଳ ପୃଷ୍ଟିଙ୍କ 90ବର୍ଷ ବୟସରେ ଚିକତ୍ସାହିତ ଅବସ୍ଥା ରେ ଭୁବନେଶ୍ୱର ଠାରେ ପରଲୋକ ଘଟିଛି । ସ୍ୱର୍ଗତା ପୃଷ୍ଟି ଜଣେ ମେଳାପି ଓ ତାଙ୍କର ଭାଗବତ ଗୀତା, ମା ଚର୍ଚ୍ଚିକା ଙ୍କ ଉପରେ ଅଗାଢ ଜ୍ଞାନ । ନାତି ଓମ ପୃଷ୍ଟି,ପୁଅ ଆଇନ ଯିବି ରଘୁନାଥ ପୃଷ୍ଟି, ଲକ୍ଷ୍ମଣ କୁମାର ପୃଷ୍ଟି,, ମନୋଜ କୁମାର ପୃଷ୍ଟି ଶେଷ ନିଶ୍ୱାସ ବେଳେ ପାଖରେ ଥିଲେ.ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି.ଓ ତାଙ୍କ ଜ୍ୟେଷ୍ଠପୁତ୍ର ବରିଷ୍ଟ ଆଇନଜୀବି ରଘୁନାଥ ପୃଷ୍ଟି ମୁଖାଗ୍ନି ପ୍ରଦାନ କରିଥିଲେ । ତାଙ୍କ ପରଲୋକରେ ବାଙ୍କୀ ଆଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS