BREAKING
Loading...
:

OMPରୁ_କନ୍ଦରପୁର_ଏଲିଭେଟେଡ୍_କରିଡର୍ !





 #OMPରୁ_କନ୍ଦରପୁର_ଏଲିଭେଟେଡ୍_କରିଡର୍ ! 

- କଟକ OMP ଠାରୁ କନ୍ଦରପୁର ପର୍ଯ୍ୟନ୍ତ ହେବ ଏଲିଭେଟେଡ୍ କରିଡର୍

- ସୂଚନା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

- 'ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା ହୋଇଛି'

- ଖୁବଶୀଘ୍ର ମଞ୍ଜୁରୀ ମିଳିବ କହିଲେ  ସାଂସଦ

- 'ଡିପିଆର୍‌ ପ୍ରସ୍ତୁତ ସରିଛି, ଆସନ୍ତା ୩ ମାସରେ କାମ ଆରମ୍ଭ ହେବ'

- ଏଥିପାଇଁ ୬୪୦ କୋଟି ଟଙ୍କା ଖର୍ଚ୍ଚ ହେବ

- ଭିଡ଼କୁ ଦୃଷ୍ଟିରେ ରଖି ଏଲିଭେଟେଡ୍ କରିଡର ପାଇଁ ନିଷ୍ପତ୍ତି ହୋଇଛି

Post a Comment

أحدث أقدم
Header ADS