ରାୟଗଡା ଜିଲ୍ଲା କୋଳନରl ବ୍ଲକ ଥେରୁବାଲି ଠାରେ ଷ୍ଟରିଙ୍ଗ ଛାଡ ଆନ୍ଦଳନ ଡ୍ରାଇଭେର ମହାସଂଘ ହୋଇଯାଇଛି
ଆଜି ରାୟଗଡା ଜିଲ୍ଲା ର କଳନରl ବ୍ଲକ ଥେରୁବାଲି ଠାରେ ଡ୍ରାଇଭେର ମହାସଂଘ ର ଷ୍ଟରିଙ୍ଗ ଛାଡ ଆନ୍ଦାଳନ ଢ଼େଖିବାକୁ ମିଳିଛି l ସେମାନେ ଏହା ପ୍ରତିକର ରଖିଛନ୍ତି କି ଦୀର୍ଘ ବର୍ଷ ହେଲାଣି ସରକାର ଆମର କୈଣସି ସମସ୍ୟାର ସମାଧାନ କରୁନାହାନ୍ତି l ଏବଂ ସବୁବେଳେ ପ୍ରତିଶୃତି ଦେଇଛନ୍ତି କିନ୍ତୁ କେବେ ହେଲେ ମଧ୍ୟ ଆମର ଅସୁବିଧା ସମାଧାନ ହଇନାହିଁ ବୋଲି ସଙ୍ଘ ର ସଭାପତି ;ମୁସ୍ତାକ ଖାନ :ସହସମ୍ପାଦକ :ରାମରାଓ ହିକକା :ଓ ଉପ ସଭାପତି :ସୁଶାନ୍ତ କୁମାର ବିଶ୍ୱାଳ ଏବଂ ଡ୍ରାଇଭେର ମହାଂଘର ସମସ୍ତେ ମତ ପ୍ରକାଶ କରିଛନ୍ତି l ଏବଂ ଏହା ମଧ୍ୟ କହିଛନ୍ତି ଆମ ଡ୍ରାଇଭେର ମାନଙ୍କୁ ଆଗାମୀ ଦିନ ରେ ଆମର ଏହି ବିପଦ ପୂର୍ଣ୍ଣ ଜୀବନ ମଧ୍ୟ୍ୟରେ ଆମ ପରିବାରକୁ ଓ ଆମ୍ଭ ମାନଙ୍କଜୀବନ ବୀମା ଓ 60 ବର୍ଷ ହେଲା ପରେ ପେନସନ ଲାଗୁ କରାଯାଉ ବୋଲି ସଭାପତି :ମୁସ୍ତାକ ଖାନ ମତ ରଖିଛନ୍ତି l ପୁଣି ଏହା ପରେ ମଧ୍ୟ ସରକାର ଅବା ପ୍ରଶାସନ ନିଷ୍ଠା ପର ଭାବେ କୈଣସି ସମାଧାନ ନ କରିବ ତାହା ହେଲେ ଆଗାମୀ ଦିନ ରେ ଏହାଠୁ ବଡ ଧରଣ ର ଆନ୍ଦାଳନ କରିବୁ ବୋଲି ଡ୍ରାଇଭେର ମହାସଂଘ ର ସମସ୍ତେ ପ୍ରତିକାର ରଖିଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق