ଏନ୍ ଏ ସି କାଉନସିଲର ଙ୍କ ଝୁଲନ୍ତା ଶବ ଉଦ୍ଧାର।
ଗଞ୍ଜାମ ଜିଲ୍ଲା ଗୋପାଳପୁର ୩ ନଂ ୱାର୍ଡ଼ କାଉନସିଲର ବି ଗୋପାଳକୃଷ୍ଣ ନିଜ ଦୋକାନ ଭିତରେ ଫ୍ୟାନ ରେ ଝୁଲୁଥିବା ଅବସ୍ଥାରେ ନିଜ ଦୁଇ ପୁଅ ପବନ ଓ ଭିକି ଦେଖି ପୋଲିସ କୁ ଖବର ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment