BREAKING
Loading...
:

ପଣ୍ଡିତ ଗୋବିନ୍ଦ ରଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ

 ପଣ୍ଡିତ ଗୋବିନ୍ଦ ରଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ 




ବାଙ୍କୀ,୧୦ା୭ (ମାନସ ରଞ୍ଜନ ସାହୁ ): ପରିବେଶକୁ ସୁସ୍ଥ ଓ ସୁନ୍ଦର କରିବା ଲକ୍ଷ୍ୟରେ ଡମପଡ଼ା ବ୍ଲକ ଅନ୍ତର୍ଗତ ପଣ୍ଡିତ  ଗୋବିନ୍ଦରଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶକ୍ଷୟିତ୍ରୀଙ୍କ ତତ୍ତ୍ୱାବଧାନରେ ମୁଖ୍ୟଅତିଥି ଭାବେ ଡମପଡ଼ା ବ୍ଲକ ଶିକ୍ଷାଧିକାରୀ କାମରାଜ ସାହୁ, ସମ୍ମାନିତ ଅତିଥି ଭାବେ ସି.ଆର.ସି.ସି ଶିବ ପ୍ରସାଦ ପରିଡା, ପ୍ରକୃତିବନ୍ଦୁ ଶିକ୍ଷକ ବଳରାମ ପାଇକରାୟ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।ବୃକ୍ଷଗୁଡିକୁ ସୁରକ୍ଷା ଦେବା ସହ ବଡ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ପାଇକରାୟ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶକ୍ଷକ ଶରତ କୁମାର ରଥ , ଶିକ୍ଷୟିତ୍ରୀ ଶର୍ମିଷ୍ଠା ପାଢୀ, ସ୍ୱସ୍ତି ମହାପାତ୍ର, ଶାନ୍ତିଲତା ଦେଈ, ଏଲିନା ମହାପାତ୍ର, ଅଙ୍ଗନୱାଡି କର୍ମଚାରୀମାନେ ଉପସ୍ଥିତ ଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS