*ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା*
*ପାରିବାରିକ କଳହର କରୁଣ ପରିଣତି l ପତ୍ନୀଙ୍କୁ ହାଣି କ୍ଷତାକ୍ତ କରିବା ପରେ ସ୍ୱାମୀ କଲା ଆତ୍ମହତ୍ୟା l ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ରାମଚନ୍ଦ୍ରପୁର କଇଠିରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ପାରିବାରିକ କଳହକୁ କେନ୍ଦ୍ରକରି କାଇଠିରା ଗ୍ରାମର ଏମ. ସୁବାଷ ରେଡ଼ୀ ତାଙ୍କ ପତ୍ନୀ ଏମ. ଯମୁନା ରେଡ଼ୀଙ୍କୁ ଧାରୁଆ ପନିକିରେ ଆକ୍ରମଣ ପରେ ଏମ. ସୁବାସ ଆତ୍ମହତ୍ୟା କରିଥିବା ଜଣାପଡିଛି l ତାଙ୍କ ଶବ ଉଦ୍ଧାର କରିଛି ପୁଲିସ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment