ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ ସଚେତନତା କାର୍ଯ୍ୟକ୍ରମ
ଗଣିଆ - ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ ତରଫରୁ କୁମ୍ଭୀର ସଚେତନତା ଏବଂ ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମାଇକ ଜରିଆରେ ପ୍ରଚାର କରାଯାଇ ଜନସଚେତନତା ସୃଷ୍ଟି କରାଯାଇଛି ।
ମହାନଦୀରେ ଜଳସ୍ତର ବଢିବା ସହିତ ଗୋଳିପାଣି ଆସିଥିବାରୁ କୁମ୍ଭୀର ମାନଙ୍କ ଆତଙ୍କ ଦେଖାଯିବା ର ଆଶଙ୍କା ଥିବାରୁ ମହାନଦୀ ଭିତରକୁ କେହି ନଯିବାକୁ ବନାଞ୍ଚଳ ତରଫରୁ ଅନୁରୋଧ କରାଯାଇଛି । ରେଞ୍ଜର ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ତତ୍ବାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନାଞ୍ଚଳର ସମସ୍ତ ବନ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ
إرسال تعليق