BREAKING
Loading...
:

ପୁରୀ ରଥଯାତ୍ରାରେ ମାଗଣା ଅଟୋ ରିକ୍ସା ସେବା ଉପଲବ୍ଧ ହେବ: ପରିବହନ ମନ୍ତ୍ରୀ

 *ପୁରୀ ରଥଯାତ୍ରାରେ ମାଗଣା ଅଟୋ ରିକ୍ସା ସେବା ଉପଲବ୍ଧ ହେବ: ପରିବହନ ମନ୍ତ୍ରୀ l*



*ତାଳବଣିଆରେ ଅସ୍ଥାୟୀ ବସ୍ ଷ୍ଟାଣ୍ଡ ନିର୍ମାଣ ହେବ ଏବଂ ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ କରୁଥିବା ୨୫୦ଟି ସ୍ୱତନ୍ତ୍ର ବସ୍ ପାଇଁ ଅନୁମତି ପ୍ରଦାନ କରାଯିବ। ଦ୍ୱିତୀୟ ସମନ୍ୱୟ ବୈଠକ ସମାପ୍ତ ହେବା ପରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି..।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS