BREAKING
Loading...
:

ଖଣ୍ଡପଡ଼ାରେ ଭଜନସଂନ୍ଧ୍ୟା କାର୍ଯ୍ଯକ୍ରମ

 ଖଣ୍ଡପଡ଼ାରେ ଭଜନସଂନ୍ଧ୍ୟା କାର୍ଯ୍ଯକ୍ରମ 



ଖଣ୍ତପଡା  (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଦେବସ୍ନାନ ପୂର୍ଣ୍ଣିମା  ଅବସରରେ ଖଣ୍ଡପଡ଼ା ଶ୍ରୀ ଜଗନ୍ନାଥଜୀଉଙ୍କ ମନ୍ଦିର ପରିସରରେ ସ୍ଥାନୀୟ ଅଞ୍ଚଳର କଣ୍ଠଶିଳ୍ପୀମାନଙ୍କୁ ନେଇ ଏକ ଭଜନସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଭଜନସଂନ୍ଧ୍ୟା କାର୍ଯ୍ଯକ୍ରମକୁ ଉପଭୋଗ କରିଥିଲେ। ସ୍ଥାନୀୟ ଗୀତୀ କାର ବିଯୟ କୁମାର ଙ୍କ ବହୁ ପୁରାତନ ଭଜନ ଗୀତ ଗାନ କରି ଶ୍ରଦ୍ଧାଳୁ ମାନଙ୍କର ମନ ମୁଗଧ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS