କରୋନା_ଛୁଇଁଲା_କଟକ*
- *କଟକ ସହରରେ ଜଣେ କୋଭିଡ୍ ଆକ୍ରାନ୍ତ ଚିହ୍ନଟ*
- *ସୂଚନା ଦେଲେ କଟକ ସିଡିଏମ୍ଓ ପ୍ରଶାନ୍ତ ହୋତା*
- *ଆକ୍ରାନ୍ତ ୪୪ ବର୍ଷୀୟ ବ୍ୟକ୍ତିଙ୍କ କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନଥିବା ସୂଚନା*
- *ଥଣ୍ଡା, ଜ୍ବରରେ ଆକ୍ରାନ୍ତ ପରେ ଟେଷ୍ଟରେ ପଜିଟିଭ୍ ସୂଚନା*
- *ଆକ୍ରାନ୍ତ ଜଣଙ୍କ ଏବେ ହୋମ୍ କ୍ବାରେଣ୍ଟିନରେ ଅଛନ୍ତି*
Post a Comment