BREAKING
Loading...
:

ଗଛ ପଡି ଜାତୀୟ ରାଜପଥ ଅବରୋଧ, ଯାତାୟାତ ଠପ

 ଗଛ ପଡି ଜାତୀୟ ରାଜପଥ ଅବରୋଧ, ଯାତାୟାତ ଠପ ।



ଗଜପତି  (ମନୋଜ କୁମାର ପାଢୀ) ଆଜି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ରେ ବଙ୍ଗୋପ ସାଗର ଲଘୁଚାପର ପ୍ରଭାବରେ ଝିପିଝିପ ବର୍ଷା ଲାଗି ରହିଛି। ଯାହା ଫଳରେ ରାମଗିରି ଥାନା ଅନ୍ତର୍ଗତ ଫୁକା ଗାଁ ଠାରେ ସକାଳ ପ୍ରାତଃ ଚାରି ଘଣ୍ଟ ସମୟରେ ଏକ ବିଶାଳ ଶାଳ ଗଛ ଜାତୀୟ ରାଜପଥ ରେ ପଡିଯାଇଥିଲା l ଯାହାଫଳରେ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ଓ ମୋହନା କୁ ସଂଯୋଗ କରୁଥିବା 326 ଏ  ଜାତୀୟ ରାଜପଥ ଦୀର୍ଘ ସମୟ ଧରି ସମ୍ପୂର୍ଣ ଭାବେ ଅବରୋଧ ହୋଇ ରହିଥିଲା l ଦୀର୍ଘ ସମୟ ପରେ ଆର -ଉଦୟଗିରି ଅଗ୍ନିଶମ ବାହିନୀର କର୍ମଚାରୀ ମନେ କଟର ମେସିନ ମାଧ୍ୟମ ରେ ବିରାଟ ଗଛ କୁ କାଟି ଜାତୀୟ ରାଜପଥ ରୁ ହଟାଇଥିଲେ   ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS