BREAKING
Loading...
:

ଟ୍ରାନ୍ସଫର୍ମରଟି ମୁକୁଳା ଅବସ୍ଥାରେ ରହି ଜନସାଧାରଣ ଙ୍କପାଇଁ ବିପଦସଂକେତପାଲଟିଛି ଚାରିପଖେ ପାଚେରୀ ଦାବି।

 ଟ୍ରାନ୍ସଫର୍ମରଟି ମୁକୁଳା ଅବସ୍ଥାରେ ରହି ଜନସାଧାରଣ ଙ୍କପାଇଁ ବିପଦସଂକେତପାଲଟିଛି ଚାରିପଖେ ପାଚେରୀ ଦାବି। 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଢୋଲ ମରା ଗ୍ରାମପଞ୍ଚାୟତର ଉପର ଦଳିତ ସାହି ବରପଦା ରାସ୍ତା ପାର୍ଶ୍ବରେ ଦୀର୍ଘ ବର୍ଷ ଧରି ଏକ ଟ୍ରାନ୍ସ ଫର୍ମର ଖୋଲା ଅବସ୍ଥାରେ ବିଦ୍ୟୁତ ସେବା ଯୋଗାଇ ଯନସାଧାରଣଙ୍କ ଠାରୁ ଟଙ୍କା ନେଉଛନ୍ତି। କିନ୍ତୁ ଖୋଲା ମେଲା ହୋଇଥିବାରୁ ଏହି ଗ୍ରାମ ର ସମସ୍ତ ଜନସାଧାରଣ ଓ ଗାଈ ପଶୁଙ୍କ ପ୍ରତି ବିପଦ ଥିବା ରୁ ବହୁତ ଥର ବିଦ୍ୟୁତ ବିଭାଗରେ ଜଣାଇ ଥିଲେ ମଧ୍ୟ ଏଠାରେ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଟ୍ରାନ୍ସ ଫର୍ମରଟିର ଚତୁଃପାର୍ଶ୍ଵରେ ସୁରକ୍ଷାବାଡ ବ୍ୟବସ୍ଥା କରାଯିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଖୋଲା ଅବସ୍ଥା ରେ ରହିଥିବା ବେଳେ ସମସ୍ତ ଜନସାଧାରଣ ଙ୍କ ପାଇଁ ବିପଦ ଥିବା ରୁ ବିଦ୍ୟୁତ ବିତରଣ ବିଭାଗ ପକ୍ଷକୁ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ଦାବିକୁ ପ୍ରଶାସନକୁ ଜଣାଇଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS