BREAKING
Loading...
:

ଏସକର୍ଟ ଗାଡିରେ ଆହତ ଗଲେ ମେଡିକାଲ, ମନ୍ତ୍ରୀ ବିଭୂତି ଜେନା ଗଞ୍ଜାମ ଗଲେ ବିନା ଏସକର୍ଟରେ*

 *ଏସକର୍ଟ ଗାଡିରେ ଆହତ ଗଲେ ମେଡିକାଲ, ମନ୍ତ୍ରୀ ବିଭୂତି ଜେନା ଗଞ୍ଜାମ ଗଲେ ବିନା ଏସକର୍ଟରେ*



ଜଗନ୍ନାଥ ସଡକରେ ପୁରୀ ଅଣ୍ଡାଳସିଂ ମୁଖ୍ୟ ରାସ୍ତା ରେ ଗୋଟିଏ ଟ୍ରକ ସହ ମୋଟର ସାଇକେଲ ର ଧକ୍କା ହୋଇ ଦୁର୍ଘଟଣା ରେ ମୋଟର ସାଇକେଲ ଚାଳକ ଆହତ ହୋଇ ରାସ୍ତା ରେ ପଡ଼ିଥିବା ବେଳେ ରଥଯାତ୍ରା ନିମନ୍ତେ ପୁରୀରେ ସମନ୍ୱୟ ବୈଠକ ସାରି ପୁରୀରୁ ଗଞ୍ଜାମ ଫେରୁଥିବା ବେଳେ ମାନ୍ୟବର ବାଣିଜ୍ୟ, ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଅଟକିବା ସହ ଆହତ ବ୍ୟକ୍ତିଙ୍କୁ ମନ୍ତ୍ରୀଙ୍କ ସହିତ ଯାଉଥିବା ଏସକର୍ଟ ଗାଡିରେ ମନ୍ତ୍ରୀ ପୁରୀ ମେଡିକାଲକୁ ପଠେଇଥିଲେ। ଏହା ସହ ସେଠାରେ ଲୋକଙ୍କୁ ବୁଝେଇ ରାସ୍ତାରୋକ ହଟେଇବାଥିଲେ ମନ୍ତ୍ରୀ ଏବଂ ଶେଯରେ ବିନା ଏସକର୍ଟ ଗାଡିରେ ମନ୍ତ୍ରୀ ଗଞ୍ଜାମ ଅଭିମୂଖେ ଯାତ୍ରା କଲେ। ମନ୍ତ୍ରୀ ଶ୍ରୀ ଜେନାଙ୍କ ଏପରି କାର୍ଯ୍ୟକୁ ଉପସ୍ଥିତ ଲୋକମାନେ ଖୁବ ପ୍ରଶଂସା କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS