ବେଆଇନ ମାଙ୍କଡା ପଥର ବୁଝେଇ ଟ୍ରାକ୍ଟର କୁ ଜବଦ କଲା ଖଣି ବିଭାଗ l ଖଇରା ବ୍ଲକ କୁପାରି ପଂଚାୟତ ର ବିଭିନ୍ନ ସ୍ଥାନ ରେ ବେଆଇନ ମାଙ୍କଡା ଖନନ ହେଉଥିବା ନେଇ ଅଂଚଳ ବାସି ବାରମ୍ବାର ଅଭିଯୋଗ କରି ଆସୁଥିଲେ l ଆଜି ଏକ ବେଆଇନ ମାଙ୍କଡା ପଥର ନେଇ ଏକ ଟ୍ରାକ୍ଟର ଆସୁଥିବା ର ଖବର ପାଇ ବରପଦା ଛକ ନିକଟରେ ଖଣି ବିଭାଗ ଜେଏମ ଅଭିଷେକ ବେହେରା ଟ୍ରାକ୍ଟର କୁ ଅଟକାଇ କାଗଜପତ୍ର ଜାଞ୍ଚ ପରେ ବେଆଇନ ହୋଇଥିବା ବେଳେ ଟ୍ରାକ୍ଟର ଜବଦ ରଖି ତହସିଲ ଜିମା ଦେଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق