BREAKING
Loading...
:

ସାପ ଧରିବା ନିଶାରେ ଖାଇଲେ ଚୋଟ

 ସାପ ଧରିବା ନିଶାରେ ଖାଇଲେ ଚୋଟ !




ବଲାଙ୍ଗୀର/ଟିଟିଲାଗଡ, :ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ବ୍ରଜ ମୋହନ ନାମକ ଜଣେ ୩୩ ବର୍ଷୀୟ ଯୁବକ ଙ୍କ ନିଶା ବିଷଧର ସାପ ଧରିବା  । ହେଲେ ଜଣେ ଭଦ୍ର ବ୍ୟକ୍ତି ଏହି ବିଷଧର ସାପ ଧରିବା କୁ ନିକଟସ୍ତ ଏକ ଗ୍ରାମ ର ବ୍ୟକ୍ତି ଭୂଜ ବାଗ ତାଙ୍କୁ ତାଙ୍କ ଘରୁ ଡାକି ନେଇ ଥିଲେ  । ଉକ୍ତ ଗୋଖରା ନାଗ ସାପ ଧରିବାକୁ ହାତ ବଢେଇ ଥିବା ବେଳେ ତାଙ୍କ ଗୋଡ଼ରେ ଶକ୍ତ ଛୋଟ ମାରିଥିଲା ସାପ । ଗୋଡ ଫୁଲି ଅସୁସ୍ଥ ହୋଇ ଟିଟିଲାଗଡ ଡାକ୍ତରଖାନା ରେ ସେ ଭର୍ତ୍ତି ଥିବା ଓ ଅବସ୍ଥା ଗୁରୁତର ଥିବା ରୁ ସେ ବଲାଙ୍ଗୀର ଭୀମ ଭୋଇ ମ୍ୟାଡ଼ିକଲ୍ କଲେଜ ଡାକ୍ତରଖାନା କୁ ଅଧିକ ଚିକିତ୍ସା ନିମନ୍ତେ ଯାଇଥିବା ପ୍ରକାଶ ପାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS