* ଆସନ୍ତା 20 ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ।*
*ଯେହେତୁ ଓ ଡ଼ିଶାରେ ବିଜେପି ସରକାରଙ୍କ ବାର୍ଷିକ ଉତ୍ସବ ପାଳିତ ଅବସରରେ ବିଭିନ୍ନ ପ୍ରକଳ୍ପ ବାବଦରେ କିଛି ପ୍ରକଳ୍ପ ଶିଳାନ୍ୟାସ ସହ ଉଦଘାଟନ ସମାରୋହ ଆୟୋଜିତ ହେବ।* *ଏହି ଅବସରରେ ରେଳମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଆସିବା କାର୍ଯ୍ୟକ୍ରମ ରହିଛି।*
*ଯାହା ପୂର୍ବରୁ ଟ୍ରାଏଲ୍ ରନ୍ ସରିଥିବା ବଲାଙ୍ଗୀର - ବୌଦ୍ଧ ଜିଲ୍ଲା ଓ ପୁରୁଣାକଟକ ମଧ୍ୟରେ ରେଳ ଚଳାଚଳ ଶୁଭାରମ୍ଭ କରିବା ସହ କିଛି ରାସ୍ତା ଓ ମେଟ୍ର ରେଳ ପ୍ରକଳ୍ପ ଭୁବନେଶ୍ବର ରିଙ୍ଗ ରୋଡ଼ ପ୍ରକଳ୍ପ ଓ ଏକ୍ସପ୍ରେସୱି ପ୍ରକଳ୍ପ ଶିଳାନ୍ୟାସ ସହ କିଛି ଘୋଷଣା କରିବା ନେଇ ଯୋଜନା ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق