ବୁଦ୍ଧ ମୂର୍ତ୍ତି କୁ ଭଙ୍ଗା ରୁଜା କରିବା ନେଇ ଉତେଜନା ସ୍ଥାନ୍ୟ ବାସିନ୍ଧା ଓ ବୁଦ୍ଧ ପ୍ରେମି ସମସ୍ତେ ଅସନ୍ତୁଷ୍ଟ l
ରାୟଗଡା (ମଣିଭଦ୍ରା ଖବର) ଜିଲ୍ଲା ର ରାୟଗଡା ବ୍ଲକ ତମ୍ପୁରଗୁଡା ଗ୍ରାମ ନିକଟସ୍ଥ ପାର୍ଶ୍ୱ ରେ ଏକ ପାହାଡ ରେ ସେହିଠାରେ ଗତ ରାତିରେ 11/5/2025 ଦିନ ବୁଦ୍ଧ ଙ୍କର ମୁର୍ତ୍ ସ୍ଥାପିତ କରାଯାଇଥିଲା l ଏବଂ ଆଜି ଯେ ହେତୁ ବୁଦ୍ଧ ଦେବ ଙ୍କର ପୂର୍ଣମୀ ବୋଲି ଯ ପାଇଁ କି ଆଜି 12/5/2025 ଦିନ ତାଙ୍କର ଉଛବ କରାଯାଇଥାନ୍ତା l କିନ୍ତୁ କିଛି ଦୁର୍ବତ ଲକମାନେ ସେହି ବୁଦ୍ଧ ଦେବ ଙ୍କ ମୂର୍ତ୍ତ କୁ ଗତ ବିଳମ୍ବିତ ରାତିରେ ସେହି ପାହାଡ ଉପରୁ ସମୟ ପ୍ରାୟ 11.30 ରେ ତଳକୁ ଭଙ୍ଗା ରୁଜା କରି ତଳକୁ ଫିଙ୍ଗି ଦେଇଛନ୍ତି ଏହାକୁ ବିରୋଧ କରି ଏହାକୁ ନେଇ ସ୍ଥାନ୍ୟ ଥାନା ଚାନ୍ଦିଲି ରେ ସମସ୍ତେ ଦ୍ୱରାସ୍ତ ହଇଥିଲେ ଏବଂ ଏଠାରେ ସମସ୍ତ ଅନୁଷ୍ଠାନର ବୁଦ୍ଧିଜୀବୀ ଜାଗ ଦେଇଥିଲେ l ଜୟ ଭୀମ ସମାଜର ଅଭି ପାଲକା, ବହୁଜନ ସମାଜପାରଟି ର ସଭାପତି ଜିତୁ ଜାକାଶିକା, କଂଗ୍ରେସ ର ଯୁବ ନେତା ଅଶୋକ ପୁଆଲ ରାୟଗଡା ବ୍ଲକ ର ମୀରାବାଲି ପଂଚାୟତ ର ସରପଞ୍ଚ l ଥାନାରେ fir ଦେଲା ପରେ ଚାନ୍ଦିଲି ଥାନା iic fir ଗ୍ରହଣ କରିଥିଲେ ଓ ଜୋ ଜାଗାରେ ଘଟଣା ଘଟିଛି ସେହି ସ୍ଥାନକୁ ଯାଇ ତଦନ୍ତ କରିଥିଲେ l ଓ ଘଟଣା ସ୍ଥଳରେ ସମସ୍ତଙ୍କୁ ଆଶ୍ବସନା ଦେଇଥିଲେ ଯିଏ ବି ଏ କାମ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ନିଶଶ୍ଚୟ କାର୍ଯ୍ୟ ଅନୁଷ୍ଠାନ କଡା କୋଡ଼ି ଭାବରେ ନିଆଯିବ ବୋଲି ଚାନ୍ଦିଲି iic ଶ୍ରୀ ଯୁକ୍ତ ପ୍ରଶ୍ନ ବେହେରା କହିଛନ୍ତି l ପୁଣି ସେଥିରେ ଥିବା ସଉଣ୍ଡ ବକ୍ସ, ଆମ୍ପ୍ଲିଫର ଇଲେକ୍ଟ୍ରୋନିକ କେବୁଲ ଓ ପିତଳର ବହୁତ ମୂଲ୍ୟବlନ ସାମଗ୍ରୀ ମଧ୍ୟ ଚୋରି ହଇଛି...
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment