*୧୭ଟି ମାଉଜର ଜବତ,୧୮ ଅଭିଯୁକ୍ତ ଗିରଫ*
*ଗତ ଦୁଇ ସପ୍ତାହରେ ପୋଲିସର ସ୍ପେଶାଲ ଡ୍ରାଇଭରେ ମିଳଲା ବଡ଼ ସଫଳତା,୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି ସହିତ ୧୬ ମୋବାଇଲ ଜବତ,୧୮ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ, ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment