BREAKING
Loading...
:

ଭଙ୍ଗା ଯାଇଥିବା ମଠର ହେବ ପୁନଃବାସ

 



*ଭଙ୍ଗା ଯାଇଥିବା ମଠର ହେବ ପୁନଃବାସ*

*-ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ , ମନ୍ଦିରର ହେବ ପୁନଃବାସ*

*-୧୯ଟି ମଠକୁ ପୁନଃବାସ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୋହନ ସରକାର*

*-ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ସ୍ଥାପନ ହେବ*

*-ଏନେଇ ପୁରୀରେ ଜାଗା ଚିହ୍ନଟ ହୋଇଛି*

*-ଗୋଟିଏ ଜାଗାରେ ବିଜେସ୍ଥଳୀ ରହିଲେ ଭକ୍ତଙ୍କ ପାଇଁ ସୁବିଧା ହେବ.*

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS