BREAKING
Loading...
:

ଗାଳ୍ପିକ ଉପନlସିକ ଜ୍ଞାନପୀଠ ବିଜେତା ସ୍ବର୍ଗତ ଗୋପୀନାଥ ମହାନ୍ତି ଙ୍କର ଜନ୍ମ ତିଥି ପାଳିତ l

 କୋରାପୁଟ l

ଗାଳ୍ପିକ  ଉପନlସିକ ଜ୍ଞାନପୀଠ ବିଜେତା ସ୍ବର୍ଗତ ଗୋପୀନାଥ ମହାନ୍ତି ଙ୍କର ଜନ୍ମ ତିଥି ପାଳିତ l 



ଆଜି କୋରାପୁଟ ଜିଲ୍ଲାପ୍ରଶାସନ ତରଫରୁ ବିଶିଷ୍ଟ ଉପନ୍ୟାସକ ତଥା ପୁର୍ବତନ ପ୍ରଶାସକ ସ୍ୱର୍ଗଟ ଗୋପୀନାଥ ମହାନ୍ତି ଙ୍କର ଜନ୍ମ ତିଥି ସ୍ଥାନୀୟ ମହାନ୍ତି ଙ୍କର କୋରାପୁଟ ସ୍ଥିତ ପୁରାତନ ବାସଗୃହ ଠାରେ ପାଳିତ ହୋଇଯାଇଛି l ଯାହାକୁ  କୋରପୁଟ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ  ଆଲୋଚନା ଚକ୍ର କୁ ଉଦଘାଟନ କରିବା ସହ ଗୋପୀନାଥ ମହାନ୍ତି ଙ୍କ ର ଜୀବନୀ ଉପରେ ଆଲୋକାତ କରିଥିଲେ ଅନ୍ୟ ଅତିଥି ସମେତ ସହରର ସାହିତ୍ୟପ୍ରେମୀ ଯୋଗଦେଇ ଥିଲେ l ଜିଲ୍ଲାପ୍ରଶାସନ ଲୋକ ସଂପର୍କ ବିଭାଗର ଅଲିଭା ବେହେରା ସମେତ ସମସ୍ତ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS