BREAKING
Loading...
:

ଖଳିସାହିସ୍ଥିତ ଇସ୍କନ ମନ୍ଦିରର ୧୪ ତମ ବାର୍ଷିକ ଉତ୍ସବ

 ଖଳିସାହିସ୍ଥିତ ଇସ୍କନ ମନ୍ଦିରର ୧୪ ତମ  ବାର୍ଷିକ ଉତ୍ସବ

ଖଣ୍ଡପଡ଼ା)ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହିସ୍ଥିତ ଇସ୍କନ ମନ୍ଦିରର ୧୪ ତମ  ବାର୍ଷିକ ଉତ୍ସବ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଆଖପାଖ ଗାଁ କୁ ଗାଁ ବୁଲି ନଗର କୀର୍ତ୍ତନ କରାଯାଇଥିଲା। । ଉତ୍ସବରେ ପରମପୂଜ୍ୟ ଭକ୍ତି ଗୌରବ ନାରାୟଣ ସ୍ୱାମୀ ମହାରାଜଜୀ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ଆୟୋଜିତ ଉତ୍ସବରେ  ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅବସ୍ଥିତ ଇସ୍କନ ମନ୍ଦିରରୁ, ସାଧୁ ବୈଷ୍ଣବ ଏବଂ ବରିଷ୍ଠ ଭକ୍ତମାନେ ଯୋଗ ଦେଇଥିଲେ।ରାତ୍ର କାଳରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଥିଲା ଏ ଅବସରରେ  କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS