ଟ୍ବିନ୍ସିଟିରେ_କାଳବୈଶାଖୀ_ବର୍ଷା
*ଟ୍ବିନ୍ସିଟିରେ_କାଳବୈଶାଖୀ_ବର୍ଷା*
*-ଟ୍ବିନ୍ସିଟିର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା*
*-କଳାହାଣ୍ଡିଆ ମେଘ ସହ ବିଭିନ୍ନ ସ୍ଥାନରେ ବର୍ଷା ଜାରି*
*-ପ୍ରବଳ ପବନ ସହ ଘଡ଼ଘଡ଼ି ବର୍ଷାରେ ଭିଜିଲା ଟ୍ବିନ୍ସିଟି*
*କାଳବୈଶାଖୀ_ବର୍ଷା_ପାଇଁ_୩_ଜିଲ୍ଲାକୁ_ଆଲର୍ଟ*
*ଢେଙ୍କାନାଳ, କଟକ ଓ ଖୋର୍ଦ୍ଧାକୁ ଅରେଞ୍ଜ ଆଲର୍ଟ*
*ଆଗାମୀ ୩ ଘଣ୍ଟା ପାଇଁ ଘଡ଼ଘଡି ସହ ବର୍ଷା ଆଲର୍ଟ*
*ଝଟ୍କା ପବନ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବା ଆକଳନ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment