BREAKING
Loading...
:

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ରେ ପିଲାଙ୍କୁ ନେଇ ଶିକ୍ଷଣୀୟ ପରିଭ୍ରମଣ

  


ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ରେ ପିଲାଙ୍କୁ ନେଇ ଶିକ୍ଷଣୀୟ ପରିଭ୍ରମଣ l

କୋରାପୁଟ (ମଣିଭଦ୍ରା ଖବର) କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଶିକ୍ଷଣୀୟ ପରିଭ୍ରମଣ ରେ ଜିଲ୍ଲା ର ଆଠଗୋଟି ବ୍ଲକ ର ପିଲାଙ୍କୁ ନେଇ କିଛି ବସ କୋରାପୁଟ ର ପଡୋଶୀ ଜିଲ୍ଲା ରାୟଗଡା ଜିଲ୍ଲା ର ବିଭିନ୍ନ ସହର ପରିଭ୍ରମଣ କରିବା ସହ ସେଠାରେ ଥିବା ବିଜ୍ଞାନ ସମ୍ବଦ୍ଧିୟ ବିଭିନ୍ନ ଜାଗା କୁ ନେଇ ପିଲାଙ୍କୁ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ପ୍ରୟାସ କରିଥିଲା l ଏହି ଅଭିଯାନ କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ ମହାନ୍ତି ପତାକା ଦେଖାଇ ଉଦଘାଟନ କରିଥିବା ବେଳେ ପିଲାଙ୍କ ସହ ଗାଇଡ଼ ଶିକ୍ଷକ ଶିକ୍ଷୟତ୍ରୀ ବି ଯାତ୍ରା କରିଥିଲେ l ଶିକ୍ଷା ବିଭାଗର ଏହି ପ୍ରକାର ଅଭିନବ ପ୍ରୟାସ କୁ  ସାଧାରଣ ରେ ଉଚ୍ଚ ପ୍ରଶଂସା କରାଯାଇଥିବା ବେଳେ ପିଲାମାନେ ବି ଖୁସି ବ୍ୟକ୍ତ କରିଥିବା ଦେଖା ଯାଇଥିଲା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS