ଭୁବନେଶ୍ୱର (ମାନସ କୁମାର ସାହୁ) ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଗଲା BSKY କାର୍ଡ। ଏଣିକି ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସୁବିଧା ପାଇବେ ଓଡ଼ିଶାବାସୀ। ଏହି ଯୋଜନା ମିଳିତ ଭାବେ ଲାଗୁ ହୋଇଛି। ଆଉ ଏହାକୁ କ୍ୟାବିନେଟ୍ ମଞ୍ଜୁରୀ ମଧ୍ୟ ମିଳିଲା। ଏନେଇ ଗୃହରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।*
*ରାଜ୍ୟ କ୍ୟାବିନେଟରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହୋଇଛି।*
*ଆଉ ଏବେ କ୍ୟାବିନେଟ୍ ମଞ୍ଜୁରୀ ବି ମିଳିଗଲା। ଏଣିକି ଏହି ଯୋଜନା ଦ୍ୱାରା କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇବେ ହିତାଧିକାରୀ।
ମଣିଭଦ୍ରା ଖବର,
Post a Comment