BREAKING
Loading...
:

ଆଇସିସି ଚାମ୍ପିୟନସ ଟ୍ରଫି, ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଭାରତ

 ଆଇସିସି ଚାମ୍ପିୟନସ ଟ୍ରଫି, ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଭାରତ

ବ୍ୟୁରୋ (ମଣିଭଦ୍ରା ଖବର) ଆଇସିସି ଚାମ୍ପିୟନସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କଙ୍ଗାରୁ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୨୬୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ଭାରତ ୪୮.୦୧ ଓଭରରେ ୨୬୭ ରନ୍ କରି ବିଜୟ ଲାଭ କରିଛି । ଏହି ବିଜୟ ପରେ ଭାରତ ଫାଇନାଲରେ ପ୍ରବେଶ କରିବା ସହିତ ନ୍ୟୁଜିଲାଣ୍ଡ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ସେମିଫାଇନାଲରେ ବିଜୟ ଲାଭ କରିବା ଦଳ ସହିତ ଆସନ୍ତା ୯ ତାରିଖରେ ଫାଇନାଲ ଖେଳିବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 


Post a Comment

أحدث أقدم
Header ADS