BREAKING
Loading...
:

ହୋଲି ରେ ଅଘଟଣ

 ହୋଲିରେ ଅଘଟଣ

କଟକ (ମାନସ କୁମାର ସାହୁ) ହୋଲି ରେ ଅଘଟଣ  । ବଡମ୍ବା ଭଟ୍ଟାରିକା ମହାନଦୀରେ ଗାଧୋଇବା ବେଳେ ବୁଡିଗଲେ ଯୁବକ। ଯୁବକ ମଙ୍ଗରାଜପୁର ଗାଁର ମୂଷା ରାଉତ ଙ୍କର ପୁଅ ପ୍ରମୋଦ ରାଉତ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବଡ଼ମ୍ବା ବାଲିଝରୀ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରୁଛି।। ଯୁବକ ଜଣକ ହୋଲି ଖେଳିସାରି ଗାଧୋଉଥିବା ବେଳେ ଅସାବଧାନତା ବସତ ବୁଡି ଯାଇଥିଲେ । 

Post a Comment

Previous Post Next Post
Header ADS